ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଓ ଅଷ୍ଟ ଦେଵୀ ମିଳନ

Share:

ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ନିକଟ ପଙ୍କାଳ ଗ୍ରାମର ରେ ମା ଖିଲା ମୁଣ୍ଡା ଅଙ୍କ ପୀଠରେ ବିଶ୍ୱଶାନ୍ତିମହା ଚଣ୍ଡୀ ଯଜ୍ଞ ଓ ଅଷ୍ଟ ଦେବୀ ମିଳନ ଅନୁଷ୍ଠିତ ହୋଇଯାଇଛି l

ଏହି ଉତ୍ସବ ରେ ବିଭିନ୍ନ ଗ୍ରାମର ଦେବୀ ମାନଙ୍କୁନିମନ୍ତ୍ରଣ କରାଯାଇଥିଲା l ପଙ୍କାଳ ଗ୍ରାମର ମା ଖିଲାମୁଣ୍ଡା, ମା ବୁଢ଼ୀମା, (ରାହାଣପଲ୍ଲୀ), ମାଉତ୍ତରାୟୀ ଣି (ବିଝଳା ), ମା ବ୍ରାହ୍ମଣୀଦେବୀ (ଟାଙ୍ଗୀ ),ମା ବ୍ରାହ୍ମଣୀଦେବୀ(କରଡାଲ୍ଲୀ), ମା ବ୍ରାହ୍ମଣୀ ଦେବୀ (ଗମ୍ଭାରୀମୁଣ୍ଡା ), ମା ବ୍ରାହ୍ମଣୀ ଦେବୀ (ତୋଟା ),ମା ଆଙ୍କୁଲାଇ (ଗମ୍ଭାରୀମୁଣ୍ଡା ଏହି ବବିତ୍ର ଉତ୍ସବରେ ପଙ୍କାଳ ଓ ମହତପଲ୍ଲା ଗୋପୀନାଥପ୍ରସାଦ, କରଡାପଲ୍ଲୀ ଏବଂ ଘାସଡିହ ଗ୍ରାମର ବାବା ଗାଦିଶ୍ଵରଦେବ ଯୁବସଂଙ୍ଗଠନ ଭକ୍ତ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ l ଏହି ଉତ୍ସବରେ ବହୁଦୂରାନ୍ତରୁ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଆସିଥିଲେ


Share: