କୋଲନରା କ ଯୋନ ଜ଼ୀଲାପରିଷଦ ପାଇଁ ଧବଳେଶ୍ବର ଓ କୋଲନରା ସରପଞ୍ଚ ପାଇଁ ଶ୍ରୀକାନ୍ତ ନିମନ୍ତେ ବିରାଟ ରୋଡଶୋ

Share:

ଅମୁଲ୍ୟ ନିଶ ଙ୍କ ରିପୋର୍ଟ।

ରାୟଗଡ:ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଅଶାନ୍ତା

ADVT.

22 ତାରିଖରେ କୋଲନରା ରର ହେବା କୁ ଥିବା ନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ଏକ ବିରାଟ ଜନସମାବେଶ ସହିତରୋଡ ଶୋ ର ଆୟୋଜନ କୋଲନରା ଠାରେ ଆୟୋଜନ କରାଯାଉଥିଲା ଏଥିରେ ବିଜେଡି ଜ଼ୀଲାପରିଷଦ ପ୍ରାର୍ଥୀ ଶ୍ରୀ ଧବଳେଶ୍ବର ନାଇଡୁ ଙ୍କୁ ଶଙ୍ଖ ଚିହ୍ନ ଓ କୋଲନରା ବିଜେଡି ସମର୍ଥିତ ପ୍ରର୍ଥୀ ଶ୍ରୀ ଶ୍ରୀକାନ୍ତ ତୋଇକା

ADVT

ଙ୍କୁ ଭୋଟ ଦେବା ପାଇଁ ଏହି ରାଳିରେ ନିବେଦନ କରାଯାଇଥିଲା ଏକ ଟାଣୁଆ ଆଦିବାସୀ ୟୁବ ନେତା ଶ୍ରୀକାନ୍ତ ଙ୍କୁ ଲଙ୍ଗଳ ଚିହ୍ନ ରେ ଭୋଟ ଦେଇ ସରପଞ୍ଚ ଭାବେ ନିର୍ବାଚିତ କରିବା ପାଇଁ ଏହି ରାଲିରେ ଉପସ୍ଥିତ ନେତା

ADVT.

ଗଣ ନିବେଦନ କରିଥିଲେ ଶ୍ରୀକାନ୍ତ ଏହି ଅଞ୍ଚଳରେ କିପରି ଉନ୍ନତି ହେବ ସେଥିପାଇଁ ଜନସାଧାରଣ ଙ୍କ ସେବା

ADVT.

କରିଆସୁଥିବାରୁ ତାଂକରିବିଜୟ ସୁନିଶ୍ଚିତ ବୋଲି ଲୋକେ କହୁଛନ୍ତି ଜନତା ଜନାର୍ଦ୍ଦନ କାହାକୁ ଭୋଟ ଦେବେ ତାହା ସମୟ ହିଁ କହିବ ଏହି ରାଳିରେ ରବିକୁମାର ଇପିଲି ରାମା ରାଉ ନୈସଉ5ମୁଦୁଲି ଅଦିନାରୀଣ ଚଣ୍ଡାଳ ଚିନ୍ତାଡ଼ ରଘୁ ବିଟୁ ମେଡ଼ି ନବୀନ ଲଷ୍ମୀଧର ଗୋରଲୁ ଅପରାଓ ଜିତୁ ଚିନ୍ତାଡ଼ ପ୍ରମୁଖ ଉପସ୍ଥିତ ଥିଲେ।


Share: