ଜ଼ୀଲାପରିଷଦ ଆସନ ଦଖଲ ପାଇଁ ବିଭିନ୍ନ ରାଜନୈତିକ ଦଳ ର କସରତ

Share:

ରାୟଗଡ:ରାୟଗଡ ଜ଼ୀଲ୍ଲା ର କୋଲନରା ବ୍ଲକ ର ଉଭୟ କ ଓ ଖ ଜ଼ୀଲାପରିଷଦ ଆସନ କାହା

ADVT.

ଦଖଲ କୁ ଯିବ ଏଥିପାଇଁ ବିଜେଡି କଂଗ୍ରେସ ବିଜେପି ତଥା ସ୍ୱାଧୀନ ପ୍ରାର୍ଥୀ ନିଜ ନିଜର କଳ ବଳ କୌଶଳ ଲଗେଇଛନ୍ତି ଏହି ଦୁଇଟି ଆସନ ର ଫଳା ଫଳ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି ଆସନ୍ତା22 ତାରିଖରେ ହେବା କୁ ଥିବା

Advt.

ବେଳେ ଦଳ ଗୁଡିକ ପକ୍ଷରୁ ପ୍ରୟାସ ଆରମ୍ବ ହୋଇଯାଇଛି ଗତ କିଛି ବର୍ଷ ର ନିର୍ବାଚନ ଇତିହାସ କୁ ଦେଖିଲେ ଜଣାପଡେକି 1997 ପୂବରୁ ଏହି ଦୁଇଟି ଆସନ କଂଗ୍ରେସ ହାତରେ ଥିଲା କିନ୍ତୁ ପ୍ରଥମ ଥର ପାଇଁ 1997 ମସିହାରେ ଏହି କୋଲନରା କ ଆସନ ଟି ବିଜେପି ଦଖଲ କରିଥିଲା 2002ଓ 2007 ମସିହାରେ ଏହି ଆସନ କୁ ବିଜେଡି ନିଜ ଅକ୍ତିଆରକୁ ନେଇଥିଲା2012ରେ ହେଟ୍ରିକ ଲକ୍ଷ୍ୟରେ ବିଜେଡି ଲାଗିଥିଲା କିନ୍ତୁ ଏହି ଆସନ କୁ ପୁନର୍ବାର କଂଗ୍ରେସ ନିଜ ଅକ୍ତିଆର କୁ ନେଇଥିଲା 2017 ରେ ପୁଣି ବିଜେଡି ଏହି କ ଆସନ କୁ କଂଗ୍ରେସ ଠାରୁ ଛଡାଇ ଆଣିବା ରେ ସକ୍ଷମ ହୋଇଥିଲା ଠିକ ସେହିପରି କୋଲନରା ଖ ଆସନ ଟି କଂଗ୍ରେସର ଗଡ଼ ଭାବେ ପରିଚିତ 1996 ରେ ଏହିଠାରେ କଂଗ୍ରେସ ବିଜୟ ହୋଇଥିବା ବେଳେ 2002 ରେ ବିଜେଡି ନିଜର ବିଜୟ ବାନା ଉଡେଇଥିଲା ଠିକ ସେହିପରି2007 ରେ ମଧ୍ୟ ନିଜ କବଜା ରେ ଏହି ଅସସନ କୁ ବିଜେଡି ରଖିଥିଲା କିନ୍ତୁ ହେଟ୍ରିକ ଲକ୍ଷ୍ୟରେ2012

Advt.

ରେ ଏହି ଖ ଆସନ ପାଇଁ ଲାଗି ଥିଲା କିନ୍ତୁ କଂଗ୍ରେସ ଏହି ଆସନ କୁ ବିଜେଡି ରୁ ଛଡାଇ ନେବା ରେ କଂଗ୍ରେସ ସମର୍ଥ ହୋଇଥିଲା ଠିକ ସେହିପରି2017 ରେ ମଧ୍ୟ ଏହି ଆସନ ନିଜ ଅଧିନରେ ରଖି 2022 ହେଟ୍ରିକ ଲକ୍ଷ୍ୟରେ ଲାଗିଛି
ଏହି ସ୍ଥିତିରେ କିଏ କିଏ ଏହିଠାରେ ବିଜୟ ବାନା ଉଡେତାହା ବଡ଼ ପ୍ରଶ୍ନ ଏହି ଠାରେ ସ୍ୱାଧୀନ ଓ ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବାରୁ ନିର୍ବାଚନ ରୋଚକ ପରିସ୍ଥିତିରେ କେତେକ ବିଜେଡି ଅସନ୍ତୁଷ୍ଟ ବିଜେଡି ନେତା ଭିତିରି ଭିତିରି ବିଜେଡି ବିରୋଧରେ ଭୋଟ ଦେବାପାଇଁ ଭୋଟର ଙ୍କୁ କହୁଥିବା ଜଣା ପଡ଼ିଛି ଏହିପରି ପେକ୍ଷରେ କଂଗ୍ରେସ ପାଇଁ ଛତିଶଗଡ଼ ମନ୍ତ୍ରୀ କବାସୀ ଲକ୍ଷ୍ମା ଓ ବିଜେଡି ପାଇଁ ଆଦିବାସୀ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରଚାର କରୁଛନ୍ତି ସୂଚନା ଯୋଗ୍ୟ ଯେ ଆସନ୍ତା22 ତାରିଖରେ ଏହି ବ୍ଲକ ର 49ହଜାର509 ଜଣ ଭୋଟର ମତଦାନ କରିବେ କ ଯୋନ ରୁ 7 ଜଣ ଓ ଖ ଯୋନ ରୁ 4 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ।

Advt.

ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ।

Advt.

Share: