ଗ୍ରାମୀଣ ମହିଳା ଙ୍କୁ ଆତ୍ମ ନିର୍ଭର ଶିଳ କରିବାକୁ SBI ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ର ଭିନ୍ନ ଭିନ୍ନ ପ୍ରୟାସ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବଅର୍ଣ୍ଣ ପୁର :ତିଆରି ହୋଇଚି ଭଳିକି ଭଳି ଆଚାର ଓ ପାମ୍ପଡ ଦେଖିଲେ ପାଟି ରୁ ଲାଲ ଗଡିବ …..ଗତ କିଛବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲାର SBI ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ରେ ଆରମ୍ଭ ହୋଇ ଥିଲା ବଡ଼ି ମସଲା ଆରିସା ପାପଡ ତିଆରି ତାଲିମ । ଗ୍ରାମୀଣ ମହିଳା ଙ୍କୁ ଆତ୍ମ ନିଯୁକ୍ତି ତଥା ଆତ୍ମ ନିର୍ଭରଶୀଳ କରିବାର ପ୍ରୟାସ ରେ ଏ ଦଶ ଦିନିଆ ଟ୍ରେନି ହୋଇ ଯାଇଛି । ଗ୍ରାମୀଣ ମହିଳା ଙ୍କ ମଧ୍ୟ ରେ ଏ ଟ୍ରେନିଂ ନେବା ସକସେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ନିଜର ଗ୍ରାମ ରେ ଏସବୁ ଘରୋଇ ଉପକରଣର ବ୍ୟବହାରରେ ଦୋକାନ ଖୋଲି ନିଜ ଗୋଡ଼ ରେ ଠିଆ ହେବା ସହିତ ନିଜର ପରିବାର ର ଅର୍ଥ ଅଭାବକୁ ଦୂର କରିବାରେ ଏ ଟ୍ରେନିଂ ସହାୟ ହେବ ବୋଲି SBI ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ର ଟ୍ରେନର ମଉନାବତି ପଟେଲ ଓ ନିର୍ଦେଶକ ଅଜିନା ଟୁଡୁ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ PD DRDA ଡୋଳାମଣି ପଟେଲ ଉଦଘାଟନ କରି ଥିଲେ ।


Share: