୫ ଟନ କୋଇଲା ବୋଝେଇ ୪୦୭ ସହ ଦୁଇ ଗିରଫ

Share:

ପପୁ କୁମାର ସାହୁ

ଢେଙ୍କାନାଳ :ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅର୍ନ୍ତଗତ ଜାତୀୟ ରାଜପଥରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଏକ
୪୦୭ ଗାଡି କୁ ଅଟକାଇ କାଗଜାତ ଜାଞ୍ଚ କରିଥିଲେ ପୋଲିସ । ଗାଡିରେ କୋଇଲାଥିବା ଓ ଏହା ସ୍ଥାନୀୟ
ଅଞ୍ଚଳକୁ ଯୋଗାଣ ହେଉଥିବା ତଦନ୍ତ ରୁ ଜାଣିପାରିଥିଲେ । ଗାଡି ନମ୍ବର ଓଡି୧୯ଜି୧୬୧୧ ଜବତ କରିବା ସହ
ଚାଳକ ଚନ୍ଦନ କୁମାର ଖଟୁଆ ସହଯୋଗୀ ସୁନିଲ ସାହୁଙ୍କୁ ଗିରଫ କରାଯାଇଛି । ଏଥି ସହିତ କୋଇଲା
ଯୋଗାଣକାରି ଓ କୋଇଲା ଆଣୁଥିବା ବ୍ୟକ୍ତିଙ୍କ ନାମରେ ୪୮୫/୨୨ ରେ କେସ କରାଯାଇଥିବା ଥାନାଧିକାରୀ
ସୈାଭାଗ୍ୟ କୁମାର ସ୍ୱାଇଁଙ୍କ ସୁତ୍ରରୁ ଜଣାଯାଇଛି ।


Share: