ଶ୍ରଦ୍ଧାଞ୍ଜଳି ସଭା

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ମଙ୍ଗଳ ବାର ସନ୍ଧ୍ୟା ସାତ ଘଣ୍ଟିକା ସମୟରେ ବିଶିଷ୍ଟ ସମାଜ ସେବି ଗମ୍ଭାରୀମୁଣ୍ଡା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଫୁଲ କୁମାର ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଶ୍ରଦ୍ଧାଞ୍ଜଳି ସଭା ବରପାଟଣା ଗ୍ରାମ ସ୍ଥିତ ବାସଭାବନରେ ନିରାଡ଼ମ୍ବରରେ ପାଳିତ ହୋଇଥିଲା

ଏହି ସଭାରେ ଗମ୍ଭାରୀମୁଣ୍ଡା. ବାଣପୁର ନାଚୁଣୀ ଓ ବାଲୁଗାଁ ଆଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଓ ସମାଜସେବୀ ଉପସ୍ଥିତ ରହିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋଲଖ ବିହାରି ପଟନାୟକ ସଭାପତିତ୍ୱ ଗ୍ରହଣ କରିଥିଲେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲଳିତ ମୋହନ ପଟନାୟକ. ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋଲଖ ବିହାରୀ ପଟନାୟକ ସଭାପତିତ୍ୱ ଗ୍ରହଣ କରିଥିଲେ ମୁଖ୍ୟ ଅତିଥିଭାବେ ଶ୍ରୀ ଲଳିତ ମୋହନ ପଟନାୟକ. ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଦୁର୍ଗାଚରଣ ମହାରଣା ଡାକ୍ତର ସୁରେନ୍ଦ୍ରନାଥ ଦାଶ ଦେଉଗାଁ ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ପୂବର୍ତନ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସ୍ୱାଇଁ ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ ସୁଶୀଲ ବିଶୋଇ.କୈଳାଷ ସମନ୍ତସିଂହାର ନବଘନ ସାମନ୍ତରାୟ ଗମ୍ଭାରୀମୁଣ୍ଡା ପଂଚାୟତର ପୂବର୍ତନ ସରପଞ୍ଚ ଶ୍ରୀ ମୃତୁଞ୍ଜୟ ମହାରଣା ଭାଟପଡା ଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ପରିବାର ବର୍ଗ ଉପସ୍ଥିତ ରହି ସୃତି ଚାରଣ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।


Share: