ଧର୍ମପ୍ରାଣା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଗୀତଯଜ୍ଞ ସମ୍ପନ୍ନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

/ଭୁବନେଶ୍ୱର କଟକ /ଜଗତସିହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର ନୁଆଶାସନ ଗ୍ରାମର ଶିକ୍ଷାବିତ ଚନ୍ଦ୍ରମଣି ମିଶ୍ରଙ୍କ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ପ୍ରଥମ ଶ୍ରଦ୍ଧା ଦିବସରେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଚନ୍ଦ୍ରଭାନୁ ଶତପଥୀ ଓ ସୁଦର୍ଶନ ତ୍ରିପାଠୀ ଗୀତଯଜ୍ଞା କରିଥିଲେ । ଜେଷ୍ଟ ପୁତ୍ର ଆଡ଼ଭୋକେଟ୍ ପ୍ରସନ୍ନ କୁମାର ମିଶ୍ର ଗୀତ ଯଜ୍ଞ ର ଯଜମାନ ହୋଇଥିଲେ। ଏବଂ ଏହି ଗୀତ ଯଜ୍ଞ ଓ ସ୍ମୃତି ସଭାରେ ରେ ଆଦିତ୍ୟ କିଶୋର ଦାଶ, ଶିଶିର ନନ୍ଦ, ଇଁ ରଞ୍ଜନ କୁମାର ମିଶ୍ର, କିଶୋର କୁମାର ମିଶ୍ର, ଶଶିଭୂଷଣ ମିଶ୍ର, କୈଳାସ ଚନ୍ଦ୍ର ମିଶ୍ର, ମିହିର ପ୍ରସାଦ ମିଶ୍ର, ଦୁର୍ଗ ମିଶ୍ର, ସମୀର ରଞ୍ଜନ ଦାଶ,ପ୍ରେମାନନଦ ଦାଶ,ମୁରାରି ମିଶ୍ର, ହୃଷୀକେଶ ଦାଶ, ସଚ୍ଚିଦାନନ୍ଦ ମହାପାତ୍ର,ବିଭୂରଞ୍ଜନ୍ ମିଶ୍ର,ଉପେନ୍ଦ୍ର ମିଶ୍ର, ସୁବାଷ ମିଶ୍ର,ସୁଶାନ୍ତ ମିଶ୍ର, ମଞ୍ଜୁଲତା ଦାଶ, ପ୍ରଭାତୀ ମିଶ୍ର, କାଞ୍ଚନବାଳା ମିଶ୍ର, ସୁନନ୍ଦା ମିଶ୍ର, ପ୍ରୀତିପମା ମିଶ୍ର , ଲୋପାମୁଦ୍ରା ମିଶ୍ର, ବିପିନ କୁମାର ମିଶ୍ର, ସ୍ୱର୍ଣ୍ଣପ୍ରଭା ମିଶ୍ର, ଯୋତ୍ରୁମୟୀ ନନ୍ଦ, ବିଭୂତି, ବୁଢ଼ା, ପରିବାର ବର୍ଗ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।


Share: