ଶ୍ରୀମନ୍ଦିର ପରିକ୍ରମା ମାମଲା ସୁପ୍ରିମକୋର୍ଟ ଦେଲେ ରାୟ

Share:

ସମୀର ରଞ୍ଜନ, ରଞ୍ଜନ ଦାସ ଙ୍କ ରିପୋର୍ଟ

ଭୁବନେଶ୍ୱର/ ପୁରୀ /ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରାୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଭକ୍ତଙ୍କ ସ୍ବାର୍ଥଦୃଷ୍ଟିରୁ ଏହି ଆବେଦନକୁ ସୁପ୍ରିମକୋର୍ଟ ରଦ୍ଧ କରିଦେଇଛନ୍ତି। ସେ ରାୟରେ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ଏପରି ଅଯଥା ଆବେଦନ କରି କୋର୍ଟର ସମୟ ଅଯଥା ବରବାଦ କରୁଛନ୍ତି। ସେଥିପାଇଁ ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷଟଙ୍କା ଲେଖାଏଁ ଜରିମାନା କରାଯାଇଛି।


Share: