ଆମ୍ବୁଲାନ୍ସ ନମିଳିବାରୁ ଟ୍ରଲିରେ ବୁହା ହେଲେ ବୃଦ୍ଧ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /ଚାନ୍ଦପୁର: ସବୁ ସେବା ମଧ୍ଯରୁ ଗୃୠତୃପୁର୍ଣ ସେବା ହେଲା ସ୍ୱାସ୍ଥ୍ୟ ସେବା ଏହାକୁକେବେ ଅଣଦେଖା କରାଯାଇ ପାରିବ ନାହିଁ l ନୟାଗଡ ଜିଲ୍ଲା ରୁ ସ୍ୱାସ୍ଥ୍ୟ ବିଭାଗ ଚାନ୍ଦପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମିଳିନଥିବାରୁ ଅସହ୍ୟ ତାତିରେ ଟ୍ରଲି ଦ୍ଵାରା ବୁହା ହେଲେ ରୋଗୀ। ସୂଚନା ଅନୁଯାୟୀ, ଚାନ୍ଦପୁର ଇନ୍ଦିରା ଆବାସ କଲୋନୀର ଯୁଗଳ କାଣ୍ଡି (୭୫)ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ମିଳିନଥିବାରୁ ତାଙ୍କୁ ଟ୍ରଲି ଦ୍ଵାରା ହସ୍ପିଟାଲକୁ ନିଆଯାଇଥିଲା। ରୋଗୀଙ୍କ ବୟସ ୭୫ ବୋଲି ଜଣା ପଢିଛି l


Share: