ନାରାୟଣୀ କ୍ଲବ ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ

Share:

ଓଡିଶା ବ୍ୟୁରୋ

ADVT.

କଟକ – କଟକ ସଦର ୪୨ ମୌଜା ବରାଳ ବଜାର ସ୍ଥିତ ନାରାୟଣୀ କ୍ଲବ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।

ADVT.

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ନାଥ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ କ୍ଲବର ସଭାପତି,ଉପସଭାପତି,ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟକର୍ତ୍ତା ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


Share: