କୋଦଳା ବସଟାଣ୍ଟ ଠାରେ ଜଳଛତ୍ର ର ଉଦ୍ଧଘାଟନ କଲେ ବିଧାୟିକା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ -ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କୋଦଳା ଛାତ୍ର ବିଜେଡ଼ି ପକ୍ଷରୁ ଆୟୋଜିତ ଜଳଛତ୍ର ର ଶୁଭାରମ୍ଭ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ଉପଲକ୍ଷେ ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |

କୋଦଳା ବସଟାଣ୍ଟ ନିକାକଟରେ ପ୍ରତେକ ଦିନ ସହ ସହ ସଂଖ୍ୟକ ଯାତ୍ରୀ ମାନେ ଆସିଥାନ୍ତି ସେଇମାନଙ୍କୁ ନଜରେ ରଖି ଏହି ଜଲଛତ୍ର ଆୟୋଜନ କରାଯିବାସହ ଆଗାମୀ ଦିନରେ ଏହି ଅଞ୍ଚଳ ର ପ୍ରତେକ ସ୍କୁଲ ମାନଙ୍କରେ ମଧ୍ୟ୍ୟ ଜଲଛତ୍ର ଖୋଲିବାର ଆୟୋଜନ କରାଯାଇଛି ବୋଲି କହିଛନ୍ତି ବିଧାୟିକା
ଆଜିର ଏଇ କାର୍ଯ୍ୟକ୍ରମ କୁ ବିଜେଡି ର କର୍ମୀ ଟୁନା ପାଢ଼ୀ, ମିଟୁ ପରିଡା, ନଣ୍ଡା ପରିଡା,ଦୀପକ ପରିଡା, ଜିତୁ ପରିଚାଳନା କରିଥିବା ବେଳେ
ସମସ୍ତ କାଉଁସିଲର ଓ ବୋହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।


Share: