ଭିତକନିକାରେ ଆରମ୍ବ ହେଲା ଡ଼ଲଫୀନ ଗଣନା

Share:

ଓଡିଶା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ

ରାଜନଗର :ଭିତରକନିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରିରହିବ l ଧାମରା ମୁହାଁଣ ଠାରୁ ଦେଵୀ ନଦୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡ଼ଲଫିନ ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ପୂର୍ବରୁ କେବଳ ଚିଲିକାରେ ଡ଼ଲଫିନ ଗଣନା କରାଯାଉଥିଲା ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତି କ୍ରମେ 2015 ରୁ ଭିତରକନିକା ଅଂଚଳ ରେ ଡ଼ଲଫିନ ଗଣନା କରାଯାଉଛି ଡ଼ଲଫିନ ଗଣନା ପାଇଁ ରାଜନଗର ବନବିଭାଗ ତରଫରୁ 9 ଟି ପୃଥକ ପୃଥକ ଟିମ କରାଯାଇଛି ପ୍ରତ୍ୟେକ ଟିମ ରେ 3 ରୁ 5 ଜଣ ସଦସ୍ୟ ରହିଛନ୍ତି l


Share: