ରାସ୍ତା କଡ଼ରେ ନବଜାତ ଶିଶୁର ମୃତ ଦେହ ଠାଵ।
ଗଞ୍ଜାମ :24/9/2021ସୋରଡା ଦାରିଙ୍ଗିବାଡୀ 59 ନମ୍ଭର ଜାତୀୟ ରାଜପଥର ସଂପଦା ନିକଟରେ ଗୋଟିଏ ନବଜାତ ଶିଶୁର ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା।ମୃତ ଶିଶୁଟିକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ରୁଣ୍ଡ ଜମିଛି।ତଥାପି ପିଲାଟି କାହାର ଚିହ୍ନଟ ହୋଇପାରିନି।କିଭଳି ଓ କେଉଁ ପରିସ୍ଥିତିରେ ଶିଶୁ ର ମୃତ ଦେହ ଏଠାକୁ ପଡିଛି ତାହା ଏବେ ବି ସ୍ୱଷ୍ଟ ହୋଇନି।ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ସୋରଡା ଥାନାଧିକାରୀ ପହଞ୍ଚି ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ରଖି ତଦନ୍ତ ଜାରି ରଖିଛନ୍ତି।

ଅନ୍ୟପଟେ ମୃତ ଶିଶୁଟି ଅବୈଧ ଶିଶୁର ମୃତୁ ନା ଶିଶୁକୁ ମୃତ୍ୟୁ ପରେ ସେଠାରେ କେହି ଫୋପାଡ଼ି ଦେଇଛି ନା ଆଉ କିଛି ଅଘଟଣ ହୋଇ ଥାଇ ପରେ ବୋଲି ସାଧାରଣରେ ଆଲୋଚନା ହେଉଚି।ତେବେ ଘଟଣାର ଅଧିକା ତଦନ୍ତ ପରେ ଏହାର ପକୃତ କାରଣ ଜଣାପଡିବ କହିଛନ୍ତି ଥାନା ଅଧିକାରୀ ।