ଶ୍ରୀ ମନ୍ଦୀର ପରିକ୍ରମା ପ୍ରକଳ୍ପ ସମସ୍ତ କାର୍ଯ୍ୟକୁ ଅନୁ ଧ୍ୟାନନ କରିଛନ୍ତି ଏ ଏସ ଆଇ ଟିମ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରିଛନ୍ତି ଏ ଏସ୍ ଆଇ ଟିମ। ଏସ ଆଇର ରିଜିଓନାଲ ଡାଇରେକ୍ଟର ଦିଲ୍ଲୀପ ଖମାରୀ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଚିତ୍ତରଞ୍ଜନ ଦାଶ, ଓବିସିସିର ଅଧିକାରୀ, ଟାଟା ପ୍ରୋଜେକ୍ଟ ଅଧିକାରୀ ଙ୍କ ସହ ମିଳିତ ଅନୁଧ୍ୟାନ କରିଛନ୍ତି ।

ଏବେ ଅନେକ ପ୍ରକଳ୍ପ ଦକ୍ଷିଣ ଦ୍ବାର, ପଶ୍ଚିମଦ୍ବାର ଓ ପୂର୍ବଦ୍ବାର, ଉତ୍ତରଦ୍ବାରରେ କରାଯାଇଛି। କେତେ ଗଭୀର ଖୋଳାଯାଇ ଏସମସ୍ତ ନିର୍ମାଣ କରାଯାଉଛି, କେତେ ଚଉଡା ଓ ଲମ୍ବାରେ ପିଲାର କରାଯାଉଛି। କେତେ ଉଚ୍ଚତାରେ କରାଯାଇଛି। ଆହୁରି କଣ କଣ ଏହି ପ୍ରକଳ୍ପ ଅଧିନରେ ନିର୍ମାଣ କରାଯିବ ଏସବୁ ସମ୍ପର୍କରେ Asi ଟିମ ପୁରୀ ଜିଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଆଗାମୀ ୭ତାରିଖ ସୁଦ୍ଧା ହାଇକୋର୍ଟରେ ଏ ଏସ୍ ଆଇ ସତ୍ୟପାଠ ଦାଖଲ କରିବ ଏ ଏସ୍ ଆଇ ତେଣୁ ହାଇକୋର୍ଟର ନିର୍ଦେଶ ଅନଯାୟୀ ଜଏଣ୍ଟ ଇନସ୍ପେକସନ କରାଯାଇ ସତ୍ୟପାଠ ଦାଖଲ କରାଯିବ ବୋଲି ଏ ଏସ୍ ଆଇ ପକ୍ଷରୁ ସୂଚନା ମିଳିଛି।


Share: