ସାଂସଦ ଶ୍ରୀ ସପ୍ତଗିରି ଉଲାକା ଙ୍କ ବଦାନ୍ୟ ଲାଗି ବଞ୍ଚିଲେ ଦୁର୍ଘଟଣା ଵ୍ୟକ୍ତି

Share:

ଅମୁଲ୍ୟ ନିଶଅଙ୍କ ରିପୋର୍ଟ।

ରାୟଗଡ:ଆଜି ଗୁଡାରି ବ୍ଲକ ଅଞ୍ଚଳଦଳୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରର ଯୋଗ ଦେଇ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ଦଳୀୟ କାର୍ଯ୍ୟକ୍ରମ ସରାଇ ରାୟଗଡା ଫେରୁଥିବା ସମୟରେ ଖାଲ-ଗୁମୁଡା ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣା ରେ ସ୍ୱାମୀ,ସ୍ତ୍ରୀ ଏବଂ ତାଙ୍କର କୁନି ଛୁଆ ଗୁରୁତର ଆଘାତ ଘୋଟି ରାସ୍ତା ମଝିରେ କାନ୍ଦି କାନ୍ଦି ରାସ୍ତାରେ ପଡ଼ିଥିବା ର ଦେଖି,ତୁରନ୍ତ ନିଜ ଗାଡ଼ିରୁ ଉଲହିଥିଲେ ନିଜର ସୁରକ୍ଷା କର୍ମୀ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ସେମାନଙ୍କୁ ତୁରନ୍ତ ନିଜ ଗାଡ଼ିରେ ପଦ୍ମପୁର ଡାକ୍ତରଖାନା କୁ ନେଇ ପାଖରେ ରହି ଚିକିତ୍ସା ଆରମ୍ଭ କୋରାଇଥିଲେ ଦୁର୍ଘଟଣା ବ୍ୟକ୍ତିଙ୍କୁ କିପରି ଉତ୍ତମ ସେବା ମିଳିବ ସେଥିପାଇଁ ଡାକ୍ତର ଙ୍କ ସହିତ କଥା ପି ବାର୍ତା କରିଥିଲେ ସେହିମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ନିମନ୍ତେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଉଲାକା ମହୋଦୟଙ୍କ ଏହି ବଡ଼ନ୍ୟତା କମ ପାଇଁ ଲୋକଙ୍କ ମୁହଁରେ ବହୁ ପ୍ରଶଂସା ଚୁଟିଛି ଶ୍ରୀ ଉଲାକା ଦୁର୍ଘଟଣା ବ୍ୟକ୍ତିଙ୍କ ପାଇଁ ଭଗବାନଙ୍କ ଠାରେ ଆଶୁ କମନା କରିଥିଲେ । ପଦ୍ମପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଉପେନ୍ଦ୍ର ସାହୁ ଙ୍କୁ ଏହି ଦୁର୍ଘଟଣା ରେ ଆହତ ବୁକ୍ତି ଙ୍କ ଦେଖା ଦେଖିକରିବା ପାଇଁ କହିଥିଲେ ଶ୍ରୀ ଉପେନ୍ଦ୍ର ବାବୁ ନିଜର ଦଳୀୟ କର୍ମୀ ଙ୍କ ସହିତ ଡାକ୍ତର ଖାନରେ ରହିଛନ୍ତି ସାହୁ କହିଛନ୍ତି ମାନବ ସେବା ହିଁ ମାଧବ ସେବା

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ।


Share: