ଚୋରା ମଦ ଜବତ

Share:

ଭୁବନେଶ୍ୱର :14/9/2021(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ ) ଦେଶୀ ବିଦେଶୀ ଚୋରା ମଦ ଜବତ ହୋଇଥିବା ଖବର ମିଳିଛି ମିଳିଥିବା ଖବର ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଅନ୍ତର୍ଗତ ଟାଙ୍ଗୀ ପୁଲିସ ଦେଶୀ ବିଦେଶୀ ଚୋରା ମଦ ସହ ଜଣେ ଚୋରା ମଦ ବେପାରିଙ୍କୁ ଗିରଫ କରିଛି।


Share: