ଜନ୍ମ ଦିନରେ ଭଉଣୀର ରାଖୀ ଏବଂ ଲକ୍ଷେ ତୁଳସୀ ସଜେଇ ହୋଇ ତୁଳସୀ କ୍ଷେତ୍ରରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ

Share:

ପବିତ୍ର ରକ୍ଷା ବନ୍ଧନ ରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଶ୍ରୀ ସିଦ୍ଧ ବଳଦେବଜୀଉ ଲକ୍ଷେ ତୁଳସୀରେ ବେଶ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଭଉଣୀ ସୁଭଦ୍ରାଙ୍କ ରାକ୍ଷୀ ପିନ୍ଧିବା ସହ ହୁମ ଯଜ୍ଞରେ କମ୍ପୁଛି ମନ୍ଦିର ପରିବେଶ । ବଳଦେବଜୀଉ ମନ୍ଦିରକ ପୁଷ୍ପରେ ସୁ ସଜ୍ଜିତ କରିବା ସହ ଭକ୍ତଙ୍କୁ କୋଭିଡ କଟକଣା ଭିତରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ । ଭକ୍ତ ଏବଂ ସେବକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହେଉଛି ।

କେନ୍ଦ୍ରାପଦାରୁ ବିଶ୍ୱାସ ଜିତ ପ୍ରଧାନ ଙ୍କ ରିପୋର୍ଟ


Share: