ଓଡ଼ିଆ ଭିଜିଲାନ୍ସ ଜାଲରେ ପୋଲିସ ବାବୁ December 6, 2021December 6, 2021 admin Share: ରାଜେଶ ନାୟକ। ଜଣେ ପୋଲିସ ବାବୁ ଭିଜିଲାନ୍ସ ଜାଲରେ ସୂଚନା ଅନୁସାରେ ଯାଜପୁର ବିଝାରପୁର ଥାନା si ଫକିର ମୋହନ ସିଂହ, ଏକ ମାମଲାରେ ଅଭିଯୁକ୍ତକୁ ଗିରଫ ନକରିବାକୁ 6ହଜାର ଟଙ୍କା ଲାଞ୍ଚ ନେଉବେଳେ ଧରାପଡିଛନ୍ତି l si ଙ୍କ କଟକ ଓ଼ କନ୍ଦପୁର ଏବଂ ବିଝାପୁର ବାସ ଭିଜିଲାନ୍ସ ରେଡ଼ ଜାରି । Share:admin