ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

Share:

ଭୁବନେଶ୍ୱର: ଖୁର୍ଦ୍ଧା ଜିଲ୍ଲା ବାଣପୁରବ୍ଲକ ସମୁଖରେ ଶାନ୍ତିପୂର୍ଣ ସତ୍ୟାଗ୍ରହ ପ୍ରତ୍ୟାହାର ଦାବିକଲା କଂଗ୍ରେସ.ବାଣପୁର ବ୍ଲକଠାରେ କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳତରଫରୁ ଆଜି ବିରୋଧ କରାଯାଇଛି ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଖୁର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନ ମଣ୍ଡଳୀର ସଂଗଠକ ଓ ପିସିସି ସଭ୍ୟ ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଫଳଯୋଜନା ଏବଂ ଉକ୍ତ ଯୋଜନାରେ ସାମିଲୀ ହୋଇ ଯୁବ ପିଢ଼ି ଚାକିରୀ କାର୍ଯ୍ୟକାଳ ସରିବା ପରେ ଚାପର ବଶବର୍ତ୍ତୀ ହୋଇ ବିପଥ ଗାମୀ ହେବେବୋଲି କଂଗ୍ରେସ ନେତା ଶ୍ରୀ ପ୍ରଦୀପ ସ୍ୱାଇଁ କହିଛନ୍ତି ଉକ୍ତ ଆନ୍ଦୋଳନ ରେ ବାଲୁଗାଁ ଏ. ନ. ଏ. ସି ର ସଭାପତି ସନ୍ତୋଷ କୁମାର ଷଢଙ୍ଗୀ ବାଣପୁର ଏ ନ ଏ ସି ର ସଭାପତି ବିଜୟ ରଥ ଉଗ୍ରସେନ ବିଶ୍ୱାଳ ଅଜୟ ବେହେରା ବସନ୍ତ ବିଶୋଇ ଟୁକୁ ବିଶୋଇ ଏବଂ କଂଗ୍ରେସ କର୍ମ କର୍ତା ମାନେ ସାମିଲୀଅଛନ୍ତି…….. ବାଣପୁରରୁ ଶ୍ରୀ ଦିଲ୍ଲିପ କୁମାର ସ୍ୱାଇଁ ଙ୍କ ରିପୋର୍ଟ


Share: