ସାଂଗଠିକ ବୈଠକ

Share:

ଭୁବନେଶ୍ୱର :29/8/2021 ସାଂଗଠିକ ବୈଠକ ଦଶରଥପୁର ବ୍ଲକ ଡାହାଣହତ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠିକ ସମ୍ପlଦଙ୍କ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବିଭାଇ ),ଓ ଯାଜପୁରର ପୂର୍ଵତନ ପୌରାଅଧ୍ୟକ୍ଷ ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ ଯୋଗଦେଇଥିଲେ।

ରିପୋର୍ଟ ଓଡିଶା ବ୍ୟୁର ଚିଫ ସମୀର ରଞ୍ଜନ ନାୟକ।


Share: