ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଜଣେ ଗୁରୁତର ଆହତ

Share:

ଭଗବାନ ପାଢ଼ୀ,ଫର୍ମାଟ

ଗଞ୍ଜାମ :ଜାମୁନି ପଞ୍ଚାୟତ ନିର୍ବାଚନ ସରିଗଲେ ମଧ୍ୟ ନିର୍ବାଚନ ପରର ହିଂସା ଥମିବାର ନା ନେଉ ନାହିଁ, ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ପଞ୍ଚାୟତରେ ମଙ୍ଗଳବାର ରାତିରେଯୋଗେଶ ଓତାର ସାଙ୍ଗ ନନ୍ଦିକ ଗ୍ରାମରୁ ନାଚ ଦେଖୁ ଫେରୀଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା

घटनास्थल

ବିରୋଧୀ ଗୋଷ୍ଠି ନିଜ ସାହି ମୁହଁ ରେ ଅତର୍କିତ ଆକର୍ମଣ କରିଥିଲେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିରେ ଯୋଗେଶ୍ୱର ବେହେରା ବୟସ ୨୪ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ଗୁରୁତର ଆହତ ଅଜିତ ପ୍ରାଣିଗ୍ରାହୀ ପ୍ରଥମେ ବ୍ରହ୍ମପୁର ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ନେଇ ସୂଚନା। ତେବେ ବର୍ତମାନ ର ସରପଞ୍ଚ ଙ୍କୁ ବିରୋଧୀ ମାନେ ଆକ୍ରମଣ କରିବାକୁ ଯାଉଥିବା ବେଳେ ଯୋଗେଶ ସରପଞ୍ଚ ତାଙ୍କୁ କରିବାକୁ ଯାଇ ଆପୋଜିଟ ଗୋଷ୍ଠିର ବିରୋଧ ହୋଇ ହତ୍ୟା କରିଥିବାର ଯୋଗେଶ ରମା କହିଛନ୍ତି l


Share: