ପୋଖରୀରେ ବୁଡି ବୁର୍ଦ୍ଧ ମୃତ

Share:

ଗଞ୍ଜାମ :27/8/2021ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲାଡ଼ି ସାହିର ଦଣ୍ଡାସି ସ୍ୱାଇଁ ବିଳମ୍ବିତ ରାତିରେ ଦିବାନବନ୍ଧ ପୋଖରୀ କୁ ଶୌଚ ହେବାପାଇଁ ଯାଇଥିବା ସମୟରେ ଗୋଡ ଖସିଯାଇଥିଲା ଯା ଫଳରେ ସେ ଗଭୀର ପାଣି ଭିତରେ ଫସି ଯାଇଥିଲେ ଏବଂ ଭାଷୁ ଥିବାର ଦେଖି ଦୋଳା ସାହାଯ୍ୟରେ ଗ୍ରାମର ସୁଦାମ ମହାନ୍ତି, ପିଣ୍ଟୁ ସ୍ୱାଇଁ, ମିଟୁ ସ୍ୱାଇଁ, ପ୍ରଦୀପ ପୋଲାଈ, ଟୁଲୁ ପ୍ରଧାନ ପ୍ରମୁଖ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଇଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: