ଓଡ଼ିଆ ୪୨ ମୌଜା ଦାଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତିଙ୍କ ନାମାଙ୍କନ January 22, 2022January 22, 2022 admin Share: ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ କଟକ – କଟକ ସଦର ୪୨ ମୌଜା ଦାଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତି ପଞ୍ଚାୟତ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିଥିବା ଜଣାପଡିବା ପରେ ମମତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଛି । Share:admin