ନିଆରା ଜନ୍ମ ଦିନ ପାଳିତ

Share:

ଶ୍ୟାମସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବଅର୍ଣ୍ଣପୁର ମାରୁତି ସେନା ବୌଦ୍ଧ ଜିଲ୍ଲାରର କର୍ମକର୍ତ୍ତା ନବୀନ ପାତ୍ର ଓ ସରସ୍ଵତୀ ପାତ୍ର ଙ୍କ ଝିଅ ସାଇନା ପାତ୍ର ର ଜନ୍ମ ଦିନ ଓ ତାହା ପାଳନ ହେଲା ନିଶହାୟ ଲୋକଙ୍କ ସହିତ କଷ୍ଟା ଶ୍ରମ ର ଅନ୍ତେ ବାସି ଙ୍କୁ ରାନ୍ଧିଲା ଖାଦ୍ୟ ଦେଇ , ଏପରି କାର୍ଯ୍ୟ ରେ ନିଜର ବନ୍ଧୁ ପରିଜନ ଙ୍କ ସହିତ ନିଆର ଜନ୍ମ ଦିନ ପାଳନ କରି ବହୁତ ଖୁସି ହୋଇଛନ୍ତି ନବୀନ ପାତ୍ର । ଆଗରୁ ମଧ୍ୟ ମାରୁତି ସେନା ବହୁ ଥର ବହୁ ଲୋକଂକ ଜନ୍ମ୍ ଦିନ ଏପରି ନିରାଡମ୍ବର ଭାବରେ ପାଳନ କରି ଆସୁଅଛି ।

ଏହି କାର୍ଯ୍ୟକ୍ରମ ରେ ସଭାପତି ମହା ଦେବ କଲତା , ଜଗବନ୍ଧୁ ସେଠୀ , ରାମେଶ୍ବର ମେହେର , ଏସ. କିରଣ , ସୁନନ୍ଦନ ଦାସ ଓ ମନୋଜ ପଣ୍ଡା ତଥା ନବୀନ ଙ୍କ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।


Share: