580 କୋଟିଟଙ୍କାର ବିଭିନ୍ନ ପକଳ୍ପର ଶୁଭାଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

Share:

ଭୁବନେଶ୍ୱର 14/9/2021(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ )
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସୁନ୍ଦରଗଡ଼ ଜିଲ୍ଲାର 580କୋଟି ଟଙ୍କାର ବିଭିନ୍ନ ପକଳ୍ପର ଶୁଭାରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ସୁନ୍ଦରଗଡ଼ ଗସ୍ତ କରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାଆରମ୍ଭ କରିଛନ୍ତି । ରାଉଲକେଲା ସ୍ଥିତ ଆଇଜି ଏଚ କନଫରେନ୍ସ ହଲରେ ଆୟାଜିତ ଏହି କାର୍ଯ୍ୟକ୍ରମ ଏହି ଶୁଭାଆରମ୍ଭ କରାଯାଇଛି ।


Share: