ଆନ୍ତରଜାତୀୟ ମାନବ ଅଧିକାର ପରିଷଦ ତରଫରୁ ଜୋକୋଲେଣ୍ଡି ଠାରେ ବୈଠକ

Share:

ଭଗବାନ ପାଢ଼ୀ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଂଚାୟତ ର ଜୋକୋଲେଣ୍ଡି ଗ୍ରାମରେ ଆନ୍ତରଜାତୀୟ ମାନବ ଅଧିକାର ର ବୁଗୁଡ଼ା ବ୍ଲକ ମହିଳା ସଭା ପତି ଗୀତାଞ୍ଜଳି ପ୍ରଧାନ ପହଂଚି ଲୋକ ମାନଙ୍କ ସହ ଆଲୋଚନା କରିଥିଲେ ସେଇ ଗ୍ରାମରେ ବସବାସ କରୁଥିବା ଲୋକ ପ୍ରାୟତହ ଗରିବ ଶ୍ରେଣୀର ହେଇଥିବାରୁ ନାହିଁନଥିବା ଅସୁବିଧା ର ଶିକାରହେଉଛନ୍ତି ସେଇମାନଙ୍କୁ କିପରି ସରକାରୀ ଯୋଜନା ପାଇବେ ସେଇଦିଗରେ ମଧ୍ୟ ଆଲୋଚନା ମଧ୍ୟ କରିଥିଲେ ଏବଂ ସେଇଗ୍ରାମରେ ଥିବା ଗ୍ରାମଦେବୀ ମନ୍ଦିର ଭଗ୍ନା ଅବସ୍ଥାରେ ପଡିରହିଥିଲା ତାହାର ପୁନଃରୁଦ୍ଧାର କରିବାପାଇଁ ଗୀତାଞ୍ଜଳି କିଛି ଲୋକମାନଙ୍କ ଠାରୁ ସାହାଯ୍ୟ ମାଗି ଗ୍ରାମର ଲୋକମାନଙ୍କୁ ଦେଇଥିଲେ ଆନ୍ତର୍ଜାତୀୟ ମାନବ ଅଧିକାର କର୍ମୀଙ୍କ ଏଇପରୀ କାର୍ଯ୍ୟ କୁ ଖୁବ ପ୍ରଶଂସା କରିଛନ୍ତି ଜୋକୋଲେଣ୍ଡି ଗ୍ରାମବାସୀ


Share: