ବିଷାକ୍ତ ଶର୍ପ ଦଂଶନ ରେ ଯୁବକ ମୃତ

Share:

ଗଞ୍ଜାମ :27/9/2031 ପୁରୁଷତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ କିଛି କାମରେ ଯାଇଥିବା ବେଳେ ସେଇଠାରେ ଏକ ବିଷଧର ସାପ କାମୁଡ଼ିଥିଲା ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ନେଇଥିଲେ ସେଇଠାରେ ୨ ଦିନ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ରୁ ସେଇଠାରୁ ଡକ୍ଟର ଡିସ୍ଚାର୍ଜ କରିଥିଲେ ପୁଣି ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଇଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ଏ ଏସ ଆଇ ପି ଏନ ଗୌଡ଼ ପହଂଚି ଏକ ଅପମୂର୍ତ୍ତ ମାମଲା ୨୦/୨୦୨୧ରେ ରୁଜୁ କରି ଶବବେବଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ


Share: