ଅବକାରି ଚଢ଼ାଉ

Share:

ରଞ୍ଜନ ଦାସଙ୍କ ରିପୋର୍ଟ ।

ADVT

ପୁରୀ :ପୁରୀ ଜିଲାପାଳଙ୍କନିର୍ଦେଶକ୍ରମେଓ।
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନରେ ଚନ୍ଦ୍ରଭାଗାର ପବିତ୍ର ମାଘଶପ୍ତମୀକୁ ଆଖିଆଗରେ ରଖି କୋଣାର୍କ ଅବକାରୀ ଥାନାର ଉପନିରୀକ୍ଷିକା ଶ୍ରୀମତୀ ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନl

ADVT

ଉପନିରକ୍ଷିକ ଶ୍ରୀଯୁକ୍ତ ଦୀପକ ସାମନ୍ତସିଂହାରଙ୍କ ସହ ମିଳିତ ଚଢ଼ାଉ କରି ବାଲିଦୋକାନସ୍ଥିତ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ସଞ୍ଜୟ ଗୁରୁଙ୍କୁ କୋଣାର୍କ ଅବକାରୀ ଥାନା କେସ ନମ୍ବର -59/21ରେ ଗିରଫ କରି ତାଙ୍କ ଠାରୁ 3.240 ଲିଟର ବିଦେଶୀ ମଦ ଜବତ କରାଗଲା.ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ASI ଲୋକନାଥ ପାତ୍ର, staff -sk waris ଏବଂ କୋଣାର୍କ ପୋଲିସ କର୍ମଚାରୀ ସାମିଲ ଥିଲେ।


Share: