ମା ବ୍ରାହ୍ମଣୀ ଦେବୀ ଙ୍କ ବାର୍ଷିକ କାଠି ଯାତ୍ରା

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋ ଚିଫ ।

ବାଣପୁର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନସ୍ଥ ଭାପୁର ହାରିଜନ ସାହି ଗ୍ରାମରେ ମା ବ୍ରାହ୍ମଣୀ ଦେଵୀ ଙ୍କ ବର୍ଷିକ ଜାଣିଯାତ୍ରା ଅନୁଷ୍ଠିତ ହେବ । ସନ୍ଧ୍ୟାରେ ରେ କାଠି ପ୍ରତିମା ଙ୍କ ଗାଁ ପୋଖରୀ ରେ ଗାଧୋଇବା ପାଇଁ ନିଆ ଯିବି ତାପରେ ମଧ୍ୟରାତ୍ରି ରେ ମା ଙ୍କ ମନ୍ଦିର ଠାରେ ଆଜ୍ଞା ମାଳ ହେବ ସକାଳୁ ଭୋଗ ଖିଆ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ କରୋନା କଟକଣା ମାନି ଏହି ଜାଣି ଯାତ୍ରା ପାଳିତ ହେବ।


Share: