ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ:  ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଡେଇଁ ।କିନ୍ନରଙ୍କ ମୃତ୍ୟୁ ହୋଇଥିବାଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁସାରେ । ମୃତ କିନ୍ନରଙ୍କ ପରିଚୟ ସେ ନିମାପଡାର ବଳରାମ ରାଉତ ବୋଲି ଜଣାପଡିଛି।ତେବେ କିନ୍ନର ଜଣଙ୍କ ଏଭଳି କାର୍ଯ୍ୟ କାହିଁକି କଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନି। ବର୍ତ୍ତମାନ ଏହାକୁ ନେଇ ତଦନ୍ତ ଜାରି ରହିଛି।


Share: