ଖୋର୍ଦ୍ଧା ପୋଲିସ ଗିରଫ କଲା ଆନ୍ତଜିଲ୍ଲା ଡ଼କାୟତ ଗ୍ୟାଙ୍ଗକୁ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ଖୋର୍ଦ୍ଧା ପୋଲିସ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ କୁଗିରଫ କରିଛି ଖୋର୍ଦ୍ଧା ଏସପି ଗଣମାଧ୍ୟ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ ଗତ 19ତାରିଖ ରେ ବୋଲଡ ଥାନା ଆଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଘରୁ ଚୋରି ହୋଇଥିଲା ଏ ସମ୍ପର୍କ ଶ୍ରୀ ସାହୁ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଏ ସମ୍ପର୍କ ରେ ତଦନ୍ତ କରୁଥିଲା ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ରେ ସଫଳ ହୋଇଛି l ସେମାନଙ୍କ ଠାରୁ 5kg ରୂପା ଅଳଙ୍କାର,250 grm ସୁନା ଅଳଙ୍କାର ଘରୁଚୋରି ହୋଇଥିବା ଜିନିଷ ସହିତ ଏକ ମଲା ବଜ୍ରକାପ୍ତା ମଧ୍ୟ ଜବତ କରିଛି l
ଏହିଆନ୍ତଜିଲ୍ଲା ଡ଼କାୟତ ଗ୍ୟାଙ୍କ ପୁରୀ ଜିଲ୍ଲା କଣାସ ଅଞ୍ଚଳର ରାହୁଲ ପ୍ରଧାନ, ନୟାଗଜିଲ୍ଲା ଜିଲ୍ଲାର ପ୍ରସ୍ତାନ ନାୟକ, ଏବଂ କଟକ ଜିଲ୍ଲା ର ପ୍ରଶସନ କୁମାର ପାତ୍ର ଏମାନେ ଭିନ୍ନଜିଲ୍ଲା ରେ ଡ଼କାୟତି ରେ ସାମିଲଥିବା ପୋଲିସ କହିଛି


Share: