ଆଜି ଓଡିଶା ଆସୁଛନ୍ତି ଆନ୍ଧ୍ରା ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡି

Share:

ଓଡିଶା ବ୍ୟୁରୋ
ଭୁବନେଶ୍ୱର : ଆନ୍ଧ୍ରାପ୍ରଦେଶ ମୁଖ୍ୟମନ୍ତ୍ରୀ ଆଜି ଓଡିଶା ଆସୁଛନ୍ତି ଜଗନ ରେଡି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପୂର୍ଵରୁ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈ ଠକ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ।


Share: