ରାୟଗଡ କ ଜ଼ୀଲାପରିଷଦ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ନ୍କ ନାମାଙ୍କନ ଦାଖଲ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ; ରାୟଗଡ ଜ଼ୀଲାପରିଷ ନିର୍ବାଚନ ନିମନ୍ତେ ସଦର ବ୍ଲକ ର କ ଜୋନ ଜ଼ୀଲାପରିଷଦ ନିମନ୍ତେ ଏକ ଟାଣୁଆ ଆଦିବାସୀ ନେତା ଶ୍ରୀ ଶ୍ରୀ ଶଙ୍କର ବିଡିକା ନିଜର ସମର୍ଥକଙ୍କ ସହିତ ଆସି ରାୟଗଡ ଉପଜ଼ୀଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଛନ୍ତିଶ୍ରୀ ବିଡିକା ଙ୍କୁ କଂଗ୍ରେସ ଦଳୀୟ ଟିକେଟ ଦେବକହି ନିରାଶ କରିବା କାରଣ ରୁ ମୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଉଳାଇଛି ବୋଲି ଶଙ୍କର କହିଛନ୍ତି ସେ କହିଛନ୍ତି ଯେ ଏହି ରାୟଗଡ ଜ଼ୀଲାରେ ବିଜେଡି ଓ କଂଗ୍ରେସ ସଲସୁତୁରା ରେ ଚାଲିଛି ବିଜେଡି କିପରି ବିଜିୟ ହାସଲ କରିବ ସେଥିପାଇଁ କଂଗ୍ରେସ ଦଳ ବହୁ ଦୁର୍ବଳ ପ୍ରାର୍ଥୀ ଙ୍କୁ ନିର୍ବାଚନ ମଇଦାନକୁ ଉଳେଇଛି ଓ ଆମ ପିରି ନେତା ଙ୍କୁ ଅଣ ଦେଖାକରିବରୁ ମୁ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନରେ ଉଳେଇଛି ଲୋକମାନେ କାହାକୁ ଭୋଟ ଦେବେତାହା ସୁନିଶ୍ଚିତ ଜରିସାରିଛନ୍ତି କିଏ ଜିତିବ କିଏ ହାରିବ ତାହା ଅଗାମୀ ଦିନହିଁ କହିବ ଲୋକଙ୍କ ସମସ୍ୟା

ବହୁତ ଅଛି ସମାଧାନ ପାଇଁ ନେତା ଆସୁନାହାନ୍ତି ଏମିତି ଗାଁ ମଧ୍ୟ ଅଛି ଭାରତ ସ୍ୱାଧୀନ ର 75 ବର୍ଷ ହେଲାଣି ପିଇବା ନିମନ୍ତେ ବିସୁଧ ପାଣି ବୁନ୍ଦେ ମଧ୍ୟ ମିଳୁନାହିଁ ବୋଲି ଶଙ୍କର କହିଛନ୍ତି।


Share: