ପାନୀଜଳ ପ୍ରକଳ୍ପ ଶୁଭ ଉଦଘାଟନ

Share:

ନିଆଳି :31/8/2021। ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ନିଆଳୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଳକ କୁରାଙ୍ଗ ପ୍ରଧାନ ଗ୍ରାମ ପଞ୍ଚାୟତରେ (ଗଣେଶ ଚନ୍ଦ୍ର ସାହୁଙ୍କ ଘର ଠାରୁ ବ୍ରାହ୍ମଣଝରିଲୋ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗନ ପଯ୍ୟନ୍ତ ଜଳନିଷ୍କାସନ ପ୍ରକଳ୍ପ)ଗ୍ରାମକୁ ପାଇପ ଯୋଗେ ନୂତନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମାନ୍ୟବର ବିଧାୟକ ନିଆଳୀ ତଥା କଟକ ଜିଲ୍ଲା

ଯୋଜନା କମିଟି ଅଧକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ମୋହଦୟ । ସମସ୍ତ ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବା ର ବ୍ୟବସ୍ଥା କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ନିଆଳୀ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ପଞ୍ଚାୟତ ବାସି ।

ରିପୋର୍ଟ ଓଡିଶା ବ୍ୟୁର ଚିଫ।


Share: