ଘୋଡା ଚଢା ଠାରୁ ସମ୍ପଦ ନାହିଁ, ଘରପୋଡି ଠାରୁ ବିପଦ ନାହିଁ

Share:

ଯଜ୍ଞେଶ୍ଵର ଦାସ ଏବଂ ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଳିପାଳ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା .ଉକ୍ତ ଗ୍ରାମର ବାଇଧର ସେଠୀ ଙ୍କର ଦୁଇ ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଅଛି।

ଘର ଜଳି ଭୂସ୍ମିଭୂତ ହୋଇ ଯାଇଅଛି।Fair ଗାଡି ଆସିବା ପୂର୍ବରୁ ବଳିପାଳ ଗ୍ରାମର ଗ୍ରାମବାସୀ ମିଶି ନିଆଁକୁ ଆୟତ୍ତ କରିଦେଇଥିଲେ ବା ନିଆଁକୁ ସଂପୂର୍ଣ୍ଣ ଲିଭେଇ ଦେଇ ଥିଲେ ଘରର ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ଭସ୍ମ ହୋଇଯାଇଛି ମଧ୍ୟାହ୍ନ ହୋଇଥିବାରୁ ରୋଷେଇ ହୋଇ ଥିବା ଖାଦ୍ୟ ମଧ୍ୟ ପୋଡି ଯାଇଅଛି ତେଣୁ ସମ୍ପୂର୍ଣ୍ଣ ପରିବାର ଟି ବାହାରେ ଉପାସ ରେ ବସି ଅଛନ୍ତି ବାକି ରହିଲା ବେସାହାରା ଗରିବ ପରିବାରକୁ କେତେ ବେଳେ ମିଳୁଛି ସରକାରୀ ସାହାଯ୍ୟ ‘ତେଣୁ କଥାରେ ଅଛି ଘୋଡା ଚଢା ଠାରୁ ସମ୍ପଦ ନାହିଁ ଘର ପୋଡ଼ି ଠାରୁ ବିପଦ ନାହିଁ ‘।


Share: