କୋଳନରା ପଂଚାୟତ ନାଏବ ସରପଞ୍ଚ ଜି ରବିକୁମାର ଙ୍କ ପତ୍ନୀ ଜି ନାଗମଣୀ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ସଦର ମହକୁମା କୋଳନରା ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ପ୍ରାର୍ଥୀନି ଶ୍ରୀମତୀ ଜି ନାଗମଣୀ ଶ୍ରୀ ଜି ରବିକୁମାର ବିଜୁ ୟୁବ ଜନତା ଦଳ ସଭାପତି କୋଳନରା ବ୍ଲକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛଛନ୍ତି ଏହି ପଂଚାୟତ ର ସର୍ବମୋଟ 16ଗୋଟି ୱାର୍ଡ କି ନେଇ ଗଠିତ ଏହି ବିଜୟ ପୋରେରାବିକୁମାର କହିଛନ୍ତି ଦଳ ମତ ନିର୍ବିଶେଷରେ ସମସ୍ତ ବିକାଶ ପାଇଁ ଆମେ କରିବୁ ଲୋକେ ଆମକୁ ଯେଉଁ ବିଶ୍ୱାସ କରି ନିର୍ବାଚିତ କରିଛନ୍ତି ତାହା ଆମେ ସମ୍ମାନ ର ସହ ସମସ୍ତ ଙ୍କ ସହିତ ରହି କାମ କରିବୁ ଏହି ବିଜୟ ପରେ ଆଦିବାସୀ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ବିଜେଡି ଜ଼ିଲ୍ଲା ସଭାପତି ଶ୍ରୀ ସୁଧୀର ଦାସ କୋଳନରା କଣ ଜୋନ ଜ଼ିପରିଷଦ ସଭ୍ୟ ଆଇ ଧବଳେଶ୍ୱର ନାଇଡ଼ୁ୍ ଇପିପିଲି ରାମରାଓ ନାଇଡ଼ୁ ମୁଦୁଲି ଆଦିନାରାୟଣ ଜି ଆପରାଅ ଟି ସାଇକୁମାର ରଘୁ ବିଟୁ ବାଲୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି


Share: