କ୍ରଡା ପ୍ରତିଭ। ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ, ଢେଙ୍କାନାଳ
ପପୁ ସାହୁ ଙ୍କ ରିପୋର୍ଟ
ଢେଙ୍କାନାଳ :ଢେଙ୍କାନାଳ ମୁଖ୍ୟ ଷ୍ଟାତିୟମ ଠାରେ କ୍ରିତା ପ୍ରତିଭା ଅନ୍ୱେଷଣ ଆରମ୍ଭ ହୋଇ ଯାଇଛି |
ଏହି କାର୍ଯ୍ୟକ୍ରମରେ ରେ ଗ୍ରାମାଞ୍ଚଳ ଓ ମୁନିସପାଲଟି ଅଞ୍ଚଳର ଖେଳାଳି ମାନେ ଯୋଗ ଦେଇଥିଲେ, ଏଥିରେ ୧୮୧ ଜଣ ବାଳକ ଓ ୬୧ ଜଣ ବାଳିକା ଖେଳାଳି ଯୋଗ ଦେଇଥିଲେ | ଏଥିରେ ଜିଲ୍ଲାର ମୁଖ୍ୟ ପ୍ରଦିପ ମହାନ୍ତି, କ୍ରିଡା ଇନ୍ ଚାର୍ଯ୍ୟ ସନ୍ତୋଷ କୁମାର ପରିଡା, କମ୍ପୁଟର ଅପରେଟର ସୁବ୍ରତ କୁମାର ମିଶ୍ର ଓ କାର୍ଯ୍ୟଳୟ ତରଫରୁ ନରେଶ କୁମାର ମହାରଣା, ସୁନିଲ ପଣ୍ଡା, ସରିତା ବିଶ୍ଵାଳ,ଉମେଶ ଦାଶ, ସ୍ମିତିସୁଦା ଜେନା, ରମାକାନ୍ତ ବେହରା ଓ ଅନିଲ୍ ନନ୍ଦ ରହି କ୍ରିଡ।
ପରିଚାଳନା କରିଥିଲେ, ଏଥିରେ ହାଇ ଜମ୍ପ , ଓଜନ, ୩୦ ମିଟର ଉଚ୍ଚତା ବୋଡ଼ ଜମ୍ପ ଆରମ୍ଭ ହୋଇଥିଲା , ଏହା ୨ ଦିନ ଧରି ୨୫ ମଇ ଓ ୨୬ ମଇ ଦିନ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି …