ଥାନା ରେ ବିସ୍ପୋରଣ

Share:

ପୁରୀ :28/9/2021(ସମୀର ରଞ୍ଜନ ନାୟକ )ପୁରୀ ଜ଼ିଲ୍ଲା ବଳଙ୍ଗା ଥାନାରେ ବିସ୍ପୋରଣ l ବଳଙ୍ଗା ଥାନା ମଧ୍ୟରାତ୍ର 1ଟେ ବେଳେ ଘଟିଛି ବିସ୍ପୋରଣ l ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ଥାନାର କାନ୍ଥ ଭୁଶୁଡି ପଡିଛି l କାନ୍ତ ପଡି ଅନେକ ଅସାଵପତ୍ର ନଷ୍ଟ ହୋଇଛି l

ବିସ୍ପୋରଣରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି l ବିସ୍ପୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖ ପାଖ ଲୋକ ଭୟବିତ୍ତ ହୋଇପଡ଼ିଥିଲେ l ଯାହା ସୂଚନା ମିଳିଛି ଥାନା ଭିତରେ ବାଣ ରଖାଯାଇଥିଲା ଯାହାକି ସର୍ଟ ସର୍କିଟ ଯୋଗୁଁ ଏସବୁ ଘଟଣା ଘଟିଛି ବୋଲି ଜଣାପଡିଛି l ପିପିଲି sdpo ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି l ତଦନ୍ତ ପରେ ପ୍ରକୁର୍ତ୍ତ ଘଟଣା ଜଣା ପଡିବ ବୋଲି sdpo କହିଛନ୍ତି।


Share: