ମୁଣ୍ଡଘାଟ କଫିଟେରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ ସୁବର୍ଣ୍ଣପୁର

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବର୍ଣ୍ଣପୁର – ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱ ରେ ଥିବା ମାଁ ମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ ପରାମର୍ଶ ଦେଇ ବର୍ତ୍ତମାନ ଗ୍ରାହକଙ୍କ ଖାଦ୍ୟରୁଚିକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରିବାଉପରେ ଗୁରୁତ୍ୱାରୋପ ଦେଇ ନିଜେ ସ୍ୟାଣ୍ଡଉଇଚ୍ ପ୍ରସ୍ତୁତ କରି ମାଁ ମାନଙ୍କୁ ଚକିତ କରିଦେଇଥିଲେ।

ADVT.

ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟ ରେ କାଫେଟେରିଆ ଦାୟିତ୍ୱ ରେ ଥିବା ସମସ୍ତ ମହିଳା ଅଭିଭୂତ ହୋଇପଡିଥିଲେ।

ADVT.

ଜିଲ୍ଲପାଳ ଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି


Share: