ରାସନ ବଣ୍ଟନ

Share:

ନିଆଳି :18/9/2021କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକ୍ର କସର୍ଦା , ଏରଞ୍ଚ, ସିଠାଳ,ରାଣୀଓଳା ପଞ୍ଚାୟତ ର କିଛି ଗାଁ ଲଘୁଚାପ ଜନିତ ବର୍ଷା ପାଣି ରେ ପ୍ରଭାବିତ ହୋଇ ବଶ ବାସ କରୁଥିବା ଲୋକ ଏବଂ ଘର ଭାଙ୍ଗି ଯାଇଥିବା ଲୋକ ମାନଙ୍କୁ ମାନ୍ୟବର ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଆହ୍ୱାନ କର୍ମେ 21ନ ଜୋନର ଜିଲ୍ଲାପରିଷଦ ରାଜ୍ୟ ଯୁଗ୍ମ ସମ୍ପାଦକ ବିଜେଡି ପୁଲକ ଭାଇ ଙ୍କ ପ୍ରୋତ୍ୟକ ତତ୍ତ୍ୱlଵଧନ ରେ ରାସନ କିଟ ବଣ୍ଟନ କରାଯାଇଛି ଯଥା ଚୁଡା, ଡାଲି, ସୋଇସ ତେଲ, ରିଫାଇନି ତେଲ, ଚିନି, ଲୁଣ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଛି।


Share: