ସୋଲାଫାଉଣ୍ଡେସନ ସ ଖାସେବା ଓ ଜୀବନ ସନ୍ଦ୍ୟା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଡ଼ମଣି ଜଙ୍ଗଲ ପ୍ଲାଷ୍ଟିକ ମୁକ ଅଭିଯାନ

Share:

କଟକ : ସୋଲାଫାଉଣ୍ଡେସନ ପରିବେଶ ସୁସ୍ଥ ରଖିବା ଦିଗରେ ଅଗ୍ର ଣି ଭୂମିକା ଗ୍ରହଣ କରିଛି ।

ଏମାନେ ସମୁଦ୍ର ,ପାହାଡ଼ ଓ ଜଙ୍ଗଲ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଦା ଚେ ଦୁଷ୍ଟିତ । ଏହି ପେରୀପ୍ରଖିରେ ଆଜି ଡମଣୀ ଜଙ୍ଗଲ ରେ ଥିବା ଡ୍ୟାମ ସଫା କରି ଥିଲେ lବିଶ୍ୱପ୍ରକାଶ ସ୍ୱାଇଁ ଙ୍କ ତପଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।


Share: