ରକ୍ତ ଦାନ ପାଈଁ ବୁର୍ଲା ଗଲେ ଓ ମହିଳା ଙ୍କ ଜୀବନ ବଞ୍ଚାଇଲେ ବୌଦ୍ଧ ଜ଼ିଲ୍ଲା ର ଶିକ୍ଷକ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ।

ସୁବର୍ଣ୍ଣପୁର -ସ୍କୁଲ ଡିଉଟି ରେ ଥିବା ବେଳେ ଫୋନ କଲ ପାଇ ରକ୍ତ ଦେବା ପାଈଁ ସୁଦୂର ବୌଦ୍ଧ ଜ଼ିଲ୍ଲା ରୁ ବୁର୍ଲା ଭୀମସାର ମେଡିକାଲ କୁ ପହଂଚିଲେ ଓ ରେଆର ଗ୍ରୁପ A ନେଗେଟିଭ ର ରକ୍ତ ଦାନ କରି ବୁର୍ଲା ର ଜଣେ ପ୍ରସୂତି ମହିଳା ପ୍ରତିଭା ମଲ୍ଲିକ ଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ ଜଇରାମ ମେହେର ।

ADVT.

ଶ୍ରୀ ମେହେର ସୋନପୁର କଲେଜ ର 94 ବେଚ ର ଜଣେ ପରିଚିତ,ଶୃଙ୍ଖଳିତ ଛାତ୍ର ତଥା ବୌଦ୍ଧ ଜ଼ିଲ୍ଲା ଶଗଡା ପଞ୍ଚାୟତ ର ସହକାରୀ ଶିକ୍ଷକ ଭାବେ ଏବେ କାର୍ଯ୍ୟରତ ଅଟନ୍ତି ।

ADVT.

ଛାତ୍ର ଓ ଚାକିରୀ ଜୀବନ ରେ ଅନେକ ଥର ରକ୍ତ ଦାନ,ଓ ମେଡିକାଲ ରେ ରୋଗୀ ସେବା, ସମାଜ ସେବା ରେ ନିୟୋଜିତ ଥିବା ପୂର୍ବରୁ ନଜିର ରହିଆସିଛି ।

ADVT.

ଶ୍ରୀ ମେହେର ଙ୍କୁ ରକ୍ତ ଦାନ କ୍ଷେତ୍ରରେ ରାଜ୍ୟ ରକ୍ତ ଦାତା ସଂଘ ର ସଭ୍ୟ ତଥା ସୁବର୍ଣ୍ଣପୁର ଶାଖା ର ଉଦ୍ୟୋକ୍ତ।

ADVT.

ମନୋଜ ପଣ୍ଡା ଏ ଦିଗରେ ପ୍ରେରଣା ଯୋଗାଇଥିବା ଓ 94 ବେଚ ର କଲେଜ ବନ୍ଧୁ ମାନେ ସମାଜ ସେବା କ୍ଷେତ୍ରରେ ଉତ୍ସାହିତ କରିଥିବା ବିଷୟ ଶ୍ରୀ ମେହେର ପ୍ରକାଶ କରିଛନ୍ତି ।


Share: