କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Share:

ଭୁବନେଶ୍ୱର :30/8/2021 କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ମିଳିଛି ମିଳିଥିବା ଖବର ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ ପୁତ୍ର ଅଶୋକ ନାୟକ (31)ଙ୍କ ଆଜି ସକାଳୁ 7ସମୟ ରେ ବଉଳାବନ୍ଧ ଗ୍ରାମର ଏକ କୂଅରେ ବୁଡି ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏ ନେଇ ଗଙ୍ଗାଧରପୁର ଅଗ୍ନିଶ୍ରମ ବାହିନିକୁ ଖବର ଦେବାରୁ ଅଗ୍ନିଶ୍ରମ ବାହିନୀ କୂଅରୁ ଅଶୋକଙ୍କ ମୃତ ଦେହ ଉଦ୍ଧାରକରୀ ନାଚୁଣି ପୋଲିସ କୁ ଖବର ଦେଇଥିଲା । ପୋଲିସ ପହଚି ତଦନ୍ତ ଜାରିରଖିଛି।

ରିପୋର୍ଟ ଓଡିଶା ବ୍ୟୁର ଚିଫ।


Share: