ଭାସୁଛି ନବଜାତ ଶିଶୁଟିର ମୃତଦେହ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡା ନୂଆ ବନ୍ଧ ଭିତରେ ଭାସୁଛି ଏକ ନବଜାତ ଶିଶୁର ମୃତ ଦେହ ଆଜି ଖରାବେଳେ କିଛି ଲୋକମାନେ ଗାଧୋଉ ଥିବା ସମୟରେ ପିଲାଟି ଭାସୁଥିବାର ଦେଖିବାକୁ ପାଇଥିଲେ କିଏ ଏବଂ କୋଉ କାରଣ ଯୋଗୁ ଏଠି ନବଜାତ ଶିଶୁଟିକୁ ଫୋପାଡ଼ି ଦେଇ ଚାଲିଯାଇଛି ତାହା ବର୍ତମାନ ସୁଦ୍ଧା ଜଣାପଡ଼ୁନାହିଁ


Share: