ପିପିଲି ଉପନିର୍ବାଚନ ପାଇଁ କୋଡିଏ ଜାଣିଆ ଷ୍ଟାର ପ୍ରଚାରକ ତାଲିକା

Share:

ଭୁବନେଶ୍ୱର 14/9/2021(ସମୀର ରଞ୍ଜନ ନାୟକ ) ପିପିଲି ଉପନିର୍ବାଚନ ପାଇଁ ବିଜେପି ର କୋଡିଏ ଜାଣିଆ ଷ୍ଟାର ପ୍ରଚାରକ ତାଲିକା ଏଥିରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ,ଧର୍ମେନ୍ଦ୍ର ପ୍ରଧାନ ,ବିଶ୍ୱେସ୍ଵର ଟୁଡୁ ,ପ୍ରଭାଵି ଡି ପୁରନ୍ଦେସ୍ଵରୀ ,ରାଷ୍ଟୀୟ ଉପାଧ୍ୟକ ବୈଜନ୍ତ ,ସଭାପତି ସମୀର ,ସାଂସଦ ଜୁଏଲ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟଏହି ତାଲିକା ରେ ଅଛନ୍ତି।


Share: