ରାୟଗଡ ଓ କୋଳନରା ଠାରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

Share:

ଅମୂଲ୍ୟ ନିଶଙ୍କ।

ରାୟଗଡ: ବିଜୁ ଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ଆଜି ରାୟଗଡ ସହର ଓ କୋଳନରା ଠାରେ ପାଳିତ ହୋଇଯାଇଛି ରାୟଗଡ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ଓ କୋଳନରା ଠାରେ ଆଦିବାସୀଜାତି ଜନଜାତି ଓ ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ନେତୃତ୍ୱରେ ଏହି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ରାୟଗଡ ବସ ଷ୍ଟାଣ୍ଡ ନିକଟରେ ଥିବା ବୋଜୁବାବୁ ଙ୍କ ପ୍ରଶତିମୂର୍ତ୍ତି ରର ପୁଷ୍ପା ମାଲ୍ୟ ଅର୍ପଣ କରାଜାଈ ଏକ ବାଇକ ରାଲି ସହର ପରିକ୍ରମା କରି ଅଶୋକ କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ ଏହି ଠାରେ ଉପସ୍ଥିତ କର୍ମୀ ଙ୍କୁ ନବୀନ ବାବୁଙ୍କ ସୁଶାନ ବିଷୟରେ ସଂସାଦ ବୁଝାଇଥିଲେ କୋଳନରା ଠାରେ ଦଳୀୟ କର୍ମୀ ଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ ଆଜି ବିଜୁ ଜନତା ଦଳର 25ତମ ପ୍ରତିଷ୍ଠା ଦିବସ ଗତ 25ବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ ରାଜନୈତିକ ଦଳ ଜନ୍ମ ନେଇଛି ଓ ଅକାଳରେ ମୌଳିଯାଇଛି ମାତ୍ର ସବୁ ଘାତ ପ୍ରତିଘାତ କି ଅତିକ୍ରମ କରି ବିଜୁ ଜନତା ଦଳ କିଶୋର ବୟସ ଅତିକ୍ରମ କରି ଯୁବା ଅବସ୍ଥାରେ ପହଁଚିଛି 1997ରେ ଅଙ୍କୁରିତ ଏହି ଇଜି ବିଜେଡି ବୀଜ ବର୍ତମାନ ମହାଦ୍ରୁମ ରେ ପରିଣତ ହୋଇଛି ଏହି 25 ବର୍ଷର ସାଶକ୍ତି ଯାତ୍ରା ତର ନବୀନ ବାବୁ ଭାରତ ବର୍ଷ ରର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇପାରିଛନ୍ତି ନବୀନ ବାବୁଙ୍କ ହଟାମୁଠା କୁ ଟାଣ କରିବା କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏହି କାର୍ଯ୍ୟକ୍ରମ ରର ରାୟଗଡାନଗର ସଭାପତି ସତ୍ୟ ପାଢ଼ୀ ଟିଟ ରଥ ଗଙ୍ଗାଧର ପୁଆଲା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝୀ ରାୟଗଡା ଠାରେ ଉପସ୍ଥିତ ଥିବା ବେଳେ କୋଳନରା ଠାରେ ବାନା ଗାଡି ତିରୁପତି ରବିକୁମାର କହିଳାପୋଡ଼ାର ସମିତି ସଭ୍ୟ ମାଧବ ରାଓ କନ୍ଦାଗାରୀ ଜଗନ୍ନାଥ ଦୋରା ଉପସ୍ଥିତ ରହିଥିଲେ ।


Share: