କଲ୍ୟାଣ ସିଙ୍ଗପୁର ବ୍ଲକର ଜ଼ୀଲାପରିଷଦ ଆସନ କ ଓ ଖ ପାଇଁ ଜୋର ଧରିଛି ବିଜେଡି ର ପ୍ରଚାର

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ:ଆଗାମୀ 20ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ଜ଼ୀଲାପରିଷଦ ନିର୍ବାଚନ ନିମନ୍ତେ କଲ୍ୟାଣ ସିଙ୍ଗପୁର ବ୍ଲକ ର କ ଆସନ ପାଇଁ 6 ଜଣ ଓ ଖ ଆସନ ପାଇଁ 4 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ନିଜର ସମ୍ମାନ ରକ୍ଷା ପାଇଁ ଉଭୟ ଆସନ ରର ବିଜୟ ପସିନ ପ୍ରଚାର ମଇଦାନରେ ଓଲେଇଛି ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜର ଦଳୀୟ ସମର୍ଥକଙ୍କ ସହିତ ବାହାରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ ଜନସାଧାରଣ କିପରି ଉପକୃତ ହେଉଛନ୍ତି ଅଞ୍ଚଳରେ କିପରି ଉନ୍ନତି ଘଟିଛି ତାହାବୁଝାଉଛନ୍ତି ଏହି ଆଦିବାସୀ ଅଧିସ୍ୟୁତ ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା

ADVT.

ପାଇଁ ନିବେଦନ କରିଛନ୍ତି କଲ୍ୟାଣ ସିଙ୍ଗପୁର କ ଯୋନ ପାଇଁ ବ୍ଲକ ପୂର୍ବତନ ଉପସଭାପତି ଶ୍ରୀ ବାରାଟାମ ବାରାପ୍ରସାଦ ଓ ଖ ଯୋନ ପାଇଁ ବିଶିଷ୍ଟ ସମାଜସେବୀ ତଥା ଆଦିବାସୀ ଓ ହରିଜନ ନ୍କ ଦୁଃଖ ସୁଖର ସାଥୀ ଶ୍ରୀ ବୋମି ମାଧବ ରାଓ ଙ୍କ ସ୍ତ୍ରୀ ବୋମି ଗୌରିଦେବୀ ବିଜେଡି ଦଳ ପକ୍ଷରୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଗତ ଦିନରେ ବାରାପ୍ରସଦ ବ୍ଲକ ଉପାଦକ୍ଷ ଥିବା ସମୟରେ ବ୍ଲକ ର ବିଶୁ ଉନ୍ନତି ମୂଳକ କରିଛି ଓ ବିଜିୟ ହେଲେ ଏହି ଅଞ୍ଚଳରେ ସରକାର ଙ୍କ ଉନ୍ନତି ମୂଳକ କାମ କରିବି ବୋଲି ଭୋଟ ମାଗୁଛନ୍ତି ଠିକ ସେହିପରି ଖ ଯୋନ ପ୍ରାର୍ଥୀନୀ ଶ୍ରୀମତୀ ଗୌରିଦେବୀ ନିଜର ସ୍ୱାମୀ ଯେପରି ଆଦିବାସୀ ଓ ହରିଜନ ଙ୍କ ସେବା କରୁଛନ୍ତି ତାଙ୍କରି ଆଦର୍ଶ ରର ଅନୁଅପ୍ରାଣୀତ ହୋଇ ହୋଇ ମୁଁ ଜ଼ୀଲାପରିଷଦ ରେ ଛିଡ଼ା ହୋଇଛି ମୁ ।

ନିର୍ବାଚନ ରେ ବିଜୟ ହେଲେ ସ୍ୱାମୀ ଙ୍କ ସହିତ ମିଶି ଏହି ଅଂଚଳ ର ଶିକ୍ଷା ସ୍ୱାସ୍ଥ୍ୟ ଗମନଗମନ ଉପରେ ଗୁରୁତ୍ବ ଦେଇ କାମ କରିବି ବୋଲି ଭୋଟର ଙ୍କ ଠାରେ ଭୋଟ ଭିକ୍ଷା କରୁଛନ୍ତି ଖ ଯୋନ ରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେବାକୁ ଥିବା ବେଳେ କ ଯୋନ ରର ତ୍ରିମୁଖୀ ଲଢ଼େହି ବିଜେଡି କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟରେ ହେବ ବୋଲି ଜଣା ପିଡ଼ିଛି।

ADVT.


Share: