ବରାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦ୍ଘାଟିତ

Share:

ସମୀର ରଞ୍ଜନ

ଭୁବନେଶ୍ୱର /କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଜଳଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ସମିତିର ଆବାହିକା ନିରୁପମା ଶତପଥୀ,ସଭାପତି ସନ୍ତୋଷ କୁମାର ସାହୁ,ନ୍ୟାୟବ ସରପଞ୍ଚ ଅମିତା ସାହୁ, ଅଙ୍ଗନବାଡି କର୍ମୀ ସ୍ଵେତାଲିନି ବେହେରା,ସସ୍ମିତା ପ୍ରଧାନ,ଆଶାକର୍ମୀ ଲକ୍ଷ୍ମୀପ୍ରିୟା ଭୋଇ,ମାନସୀ ଦାସ,ଅଙ୍ଗନବାଡି ସହାୟିକା କାମଲତା ହାତୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।


Share: