ଓଡ଼ିଆ ଅଙ୍ଗନୱାଡ଼ି କେନ୍ଦ୍ର ଉଦଘାଟନ December 30, 2021December 30, 2021 admin Share: ଓଡିଶା ବ୍ୟୁରୋଚିଫ ସମୀର ରଞ୍ଜନ । ଭୁବନେଶ୍ୱର : ଆୟତପୁର ପାଞ୍ଚୟତ ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ କୋଭିଡ଼ ସହାୟତା 1000ଟଙ୍କା ଲେଖାଏ ବଣ୍ଟନ କରିଥିଲେ । ଆୟତପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । Share:admin