ଅଁଳା ନବମୀ ଓ ରାଧାପାଦ ଦର୍ଶନ ଭକ୍ତ ଭିଡ଼ ଙ୍କ
ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ
![](https://sampurnamaya.in/wp-content/uploads/2022/11/IMG-20221102-WA0048-1024x461.jpg)
ପୁରୀ:ଅଁଳା ନବମୀ ଓ ରାଥାପାଦ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ lଆଜି ହେଉଛି ପବିତ୍ର ଅଁଳା ନବମୀ । ଶ୍ରୀ ରାଧାଙ୍କ ଓଡିଆଣୀ ବେଶ । ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀ ଗୋପୀନାଥ ମନ୍ଦିରରେ ଓଡିଆଣି ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀ ରାଧା । ତେବେ ଦର୍ଶନ ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ ଲାଗି ରହିଛି । ଆଜିର ଦିନରେ ମା’ଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ । ତେବେ ମା’ଙ୍କ ପାଦ ଛୁଇଁବାକୁ ବାରଣ କରାଯାଇଛି । ସୁରକ୍ଷା ଵେବସ୍ତା କଡା କରାଯାଇଛି